ସିବିଏସଇ ସନ୍ତରଣ, ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ଆ‌େୟାଜିତ ସିବିଏସଇ କ୍ଲଷ୍ଟର ‌ସନ୍ତରଣ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ତାରକା ତଥା ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ନିଜ ଆଧିପତ୍ୟ ବଜାୟ ରଖି ପ୍ରଥମ ୩ ଦିନରେ ୩ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତି ସାରିଥିବା ପ୍ରତ୍ୟାଶା ୧୦୦, ୨୦୦ ମିଟର ବ୍ୟାକଷ୍ଟ୍ରୋକ୍, ୫୦ ମିଟର ବଟରଫ୍ଲାଏରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି।

ସମ୍ବନ୍ଧିତ ଖବର