ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଭାରତକୁ ୫ ପଦକ ଭେଟି ଦେଇଥିବା ସୌରଭ ଚୌଧୁରୀ, ଅଭିଷେକ ବର୍ମା ଓ ସଞ୍ଜୀବ ରାଜ୍‌ପୁତଙ୍କ ସାଙ୍ଗକୁ କୁସ୍ତିବିତ୍‌ ଦିବ୍ୟା କକରନ୍‌ ଏବଂ ସିପକ୍‌ଟାକ୍ର ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସୌରଭ ଆମ ଯୁବ ତାରକାଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ୨୦୦୬ ଏସୀୟ କ୍ରୀଡ଼ା ପରେ ପୁଣି ପଦକ ହାସଲ କରି ରାଜ୍‌ପୁତ ମଧ୍ୟ ଆମ ପାଇଁ ଗର୍ବ ଆଣି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର