ଇଣ୍ଡିଆ ରେଡ୍‌ରେ ପ୍ରିୟଙ୍କା

କଟକ: ଆସନ୍ତାବର୍ଷ ଜାନୁଆରି ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ମହିଳା ଚାଲେଞ୍ଜର ଟ୍ରଫି କ୍ରିକେଟ୍‌ ପାଇଁ ଓଡ଼ିଶାରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ମନୋନୀତ କରାଯାଇଛି। ଭାରତ ରେଡ୍‌ ଦଳରେ ପ୍ରିୟଙ୍କା ଖେଳିବାକୁ ସୁଯୋଗ ପାଇବେ। ଇନ୍ଦୋରଠାରେ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଖେଳାଯିବ। ପୂର୍ବରୁ ବାଂଲାଦେଶ ଏ’ ବିପକ୍ଷ ମ୍ୟାଚ୍‌ ପାଇଁ ଭାରତ ଏ’ ଦଳରେ ପ୍ରିୟଙ୍କା ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର