ଜୟପୁର: ଚଳିତ ପ୍ରୋ କବଡ଼ି ଲିଗ୍ର ରବିବାର ମ୍ୟାଚ୍ରେ ଗୁଜରାଟ ଫର୍ଚୁନ ଜିଆଣ୍ଟ୍ସ ବିଜୟୀ ହୋଇଛି। ଏହି ଦଳ ୩୩-୨୯ରେ ପାଟନା ପାଇରାଟ୍ସକୁ ପରାସ୍ତ କରିଛି। ଗୁଜରାଟ ପକ୍ଷରୁ ମହେନ୍ଦ୍ର ରାଜପୁତ ଏବଂ ପାଟନାର ମନୁ ଗୋଏତ ୬ ପଏଣ୍ଟ୍ ଲେଖାଏଁ ସ୍କୋର୍ କରିଥିଲେ। ବିଜୟ ସହ ଗୁଜରାଟ ୨୦ ମ୍ୟାଚ୍ରୁ ୧୩ ବିଜୟ ସହ ୧୧୦ ପଏଣ୍ଟ୍ ପାଇ ପ୍ରଥମ ଏବଂ ପାଟ୍ନା ପାଇରାଟ୍ସ ୨୦ ମ୍ୟାଚ୍ରୁ ୬୭ ପଏଣ୍ଟ୍ ସହ ତାଲିକାର ଦ୍ୱିତୀୟରେ ରହିଛି।
ପ୍ରୋ କବାଡ଼ି: ଗୁଜରାଟ ବିଜୟୀ
/sambad/media/post_attachments/wp-content/uploads/2017/10/Pro-Kabaddi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)