ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ଥିବାର ଜଣାପଡିଛି | ଗତକାଲି ସନ୍ଧ୍ୟାରେ କୋଚ୍ ରବି ଶାସ୍ତ୍ରୀଙ୍କ ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିବା ଟିମ ଇଣ୍ଡିଆର ଅନ୍ୟ ସଦସ୍ୟମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି |
Indian head coach Ravi Shastri has tested positive for COVID-19 and will be kept under isolation along with three other members of the coaching staff.
More details 👇https://t.co/PayLeMSSEo
— ICC (@ICC) September 5, 2021
କୋଚ ରବି ଶାସ୍ତ୍ରୀ ପଜିଟିଭ ହେବା ପରେ ବୋଲିଂ କୋଚ୍ ବି ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ଫିଜିଓଥେରାପିଷ୍ଟ ନିତିନ ପଟେଲଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ରବିଙ୍କ ରିପୋର୍ଟ ପଜିଟିଭ ଆସିଥିବାନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି |