ଭୁବନେଶ୍ୱର: ଅଭିନେତା ତଥା ରଗ୍ବି ଖେଳାଳି ରାହୁଲ ବୋଷଙ୍କ ଉପସ୍ଥିତି କିଟ୍ ଓ କିସ୍ ପିଲାଙ୍କୁ ଗୁରୁବାର ଉଲ୍ଲସିତ କରିଥିଲା। ଏହି ଅବସରରେ ଶ୍ରୀ ବୋଷ୍ କିଟ୍ ଏବଂ ଓଡ଼ିଶା ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଦର୍ଶନୀ ରଗ୍ବି ମ୍ୟାଚ୍ରେ କିଟ୍ ଦଳ ପକ୍ଷରୁ ଖେଳିଥିଲେ। କିଟ୍ର ପଞ୍ଚଦଶ ପ୍ରତିଷ୍ଠା ଦିବସରେ ସେ ମଧ୍ୟ ସାରମର୍ମକ ଭାଷଣ ଦେଇଥିଲେ। ସୂଚନାଯୋଗ୍ୟ ଯେ ଶୁକ୍ରବାର ଥିଲା କିଟର ପଞ୍ଚଦଶ ପ୍ରତିଷ୍ଠା ଦିବସ।
କିଟ୍ରେ ରାହୁଲ ବୋଷ
/sambad/media/post_attachments/wp-content/uploads/2018/02/8-KIIT-Rugby.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)