ଗାଏନା: ଅଲ୍ରାଉଣ୍ଡର ଆନ୍ଦ୍ରେ ରସେଲ୍ ପ୍ରାୟ ୩୦ ମାସ ପରେ େଓ୍ଵଷ୍ଟଇଣ୍ଡିଜ୍ ଦିନିକିଆ ଦଳକୁ ଫେରିଛନ୍ତି। ଶେଷ ଥର ପାଇଁ ୨୦୧୫ ନଭେମ୍ବରରେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ରସେଲ୍ ଆସନ୍ତା ରବିବାରଠୁ ଗାଏନାରେ ଆରମ୍ଭ ହେବାକୁ ଯାଉଥିବା ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇଛନ୍ତି।
ଇଣ୍ଡିଜ୍ ଦିନିକିଆ ଦଳକୁ ଫେରିଲେ ରସେଲ୍
/sambad/media/post_attachments/wp-content/uploads/2018/07/Andre-Russell.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)