ମୁମ୍ବାଇ: କିଂବଦନ୍ତି କ୍ରିକେଟର୍ କ୍ରିସ ଗେଲ୍ ଓ ଏବି ଡି’ଭିଲିୟର୍ସ ପ୍ରଥମ ଦୁଇ ଖେଳାଳି ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି। ପୂର୍ବତନ ଆର୍ସିବି ଅଧିନାୟକ ବିରାଟ କୋହଲି ନିଜର ଏହି ପ୍ରିୟ ଦୁଇ ସାଥୀ ଖେଳାଳିଙ୍କ ସାମିଲ ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଥିଲେ। ଡି’ଭିଲିୟର୍ସ ଆର୍ସିବି ପାଇଁ ୨୦୧୧ରୁ ୨୦୨୧ ଏବଂ କ୍ରିସ ଗେଲ୍ ଏହି ୬ (୨୦୧୧ରୁ ୨୦୧୭) ବର୍ଷ ଖେଳିଥିଲେ।
ଆର୍ସିବି ହଲ୍ ଅଫ୍ ଫେମ୍ରେ ଗେଲ୍, ଡି’ଭିଲିୟର୍ସ
/sambad/media/post_attachments/wp-content/uploads/2022/05/fh456f4h65f4hf65h4fh65fh564hffh56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)