ଚେନ୍ନାଇ: ଚଳିତଆଇପିଏଲ୍-୧୪ରେପ୍ରଥମଥରପାଇଁରବିବାରଯୁଗଳମୁକାବିଲାହେଉଛି ।ଅପରାହ୍ଣ୩.୩୦ରେଚେନ୍ନାଇରଚେପକ୍ରେକୋଲ୍କାତାନାଇଟ୍ରାଇଡର୍ସକୁ ଭେଟିବାକୁ ଯାଉଛିରୟାଲ୍ଚାଲେଞ୍ଜର୍ସବାଙ୍ଗାଲୋର୍ ।ଆରସିବି କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହିମ୍ୟାଚ୍ରେବିଶ୍ବକ୍ରିକେଟ୍ରଦୁଇଶ୍ରେଷ୍ଠଧଳାବଲ୍ କ୍ରିକେଟ୍ ଅଧିନାୟକମୁହାଁମୁହିଁହେବେ।ସେମାନେ ହେଲେ ଇଅନମୋର୍ଗାନ୍ ଓବିରାଟକୋହଲି।ଦୁଇଟିବିଜୟସହଆତ୍ମବିଶ୍ବାସରେଥିବାରୁକୋହଲିଙ୍କଦଳନିଶ୍ଚିତଏହିଅପରାହ୍ଣମ୍ୟାଚ୍ରେଫାଇଦାରେରହିବ ବୋଲି ଅନୁମାନ କରାଯାଉଛି।
ସେହିପରି ସଂଧ୍ୟା ୭.୩୦ ମିନିଟରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ପଞ୍ଜାବ କିଙ୍ଗ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/zzzzz.jpg)