ଚେନ୍ନାଇ: ଚଳିତଆଇପିଏଲ୍‌-୧୪ରେପ୍ରଥମଥରପାଇଁରବିବାରଯୁଗଳମୁକାବିଲାହେଉଛି ଅପରାହ୍.୩୦ରେଚେନ୍ନାଇରଚେପକ୍ରେକୋଲ୍କାତାନାଇଟ୍ରାଇଡର୍ସକୁ ଭେଟିବାକୁ ଯାଉଛିରୟାଲ୍ଚାଲେଞ୍ଜର୍ସବାଙ୍ଗାଲୋର୍ଆରସିବି କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏହିମ୍ୟାଚ୍ରେବିଶ୍ବକ୍ରିକେଟ୍ଦୁଇଶ୍ରେଷ୍ଠଧଳାବଲ୍କ୍ରିକେଟ୍ଅଧିନାୟକମୁହାଁମୁହିଁହେବେସେମାନେ ହେଲେ ଇଅନମୋର୍ଗାନ୍ବିରାଟକୋହଲିଦୁଇଟିବିଜୟସହଆତ୍ମବିଶ୍ବାସରେଥିବାରୁକୋହଲିଙ୍କଦଳନିଶ୍ଚିତଏହିଅପରାହ୍ମ୍ୟାଚ୍ରେଫାଇଦାରେରହିବ ବୋଲି ଅନୁମାନ କରାଯାଉଛି।

ସେହିପରି ସଂଧ୍ୟା ୭.୩୦ ମିନିଟରେ ମୁମ୍ବାଇ‌ର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ପଞ୍ଜାବ କିଙ୍ଗ୍ସ।