କୋଲକାତା : ଭାରତ ଏବଂ ଦକ୍ଷିଣ ଆଫ୍ରିକା(India vs South Africa) ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି। ଏହି ମ୍ୟାଚରେ ବିଶ୍ବ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅର୍ଥାତ ଭାରତ ପ୍ରଥମେ ବୋଲିଂ କରିବ । ଭାରତର ପ୍ଲେଇଂ ଏକାଦଶରୁ ସାଇ ସୁଦର୍ଶନଙ୍କୁ ବାଦ୍ ଦିଆଯାଇଛି, ଯେତେବେଳେ ଧ୍ରୁବ ଜୁରେଲ ଏବଂ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଅଧିନାୟକ ଶୁଭମନ ଗିଲ୍ ଚାରି ଜଣ ସ୍ପିନରଙ୍କୁ ଖେଳାଉଛନ୍ତି ।
India vs South Africa 1st Test : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା
ଭାରତ ଏବଂ ଦକ୍ଷିଣ ଆଫ୍ରିକା(India vs South Africa) ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି। ଏହି ମ୍ୟାଚରେ ବିଶ୍ବ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅର୍ଥାତ ଭାରତ ପ୍ରଥମେ ବୋଲିଂ କରିବ ।
/sambad/media/media_files/2025/11/14/sa-2025-11-14-09-35-19.jpg)
ପ୍ଲେଇଂ ଏକାଦଶ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)