ଭାରତୀୟ ଦଳରେ ସମୀର, ବିକି, ଟଙ୍କଧର

ଭୁବନେଶ୍ୱର: ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳରେ ୩ ଓଡ଼ିଆ ତାରକା ସମୀର କେର୍କେଟା, ବିକି ଓରାମ ଏବଂ ଟଙ୍କଧର ବାଗଙ୍କୁ ସ୍ଥାନ ମିଳିଛି। ସମୀର ଏବଂ ବିକି ପୂର୍ବରୁ ସୁଯୋଗ ପାଇଥିଲା ବେଳେ ଟଙ୍କଧର ପ୍ରଥମ ଥର ଲାଗି ଦଳରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର