ଚଣ୍ଡିଖୋଲ: ରାଜ୍ୟସ୍ତରୀୟ ସଂଜିତ ସ୍ମାରକୀ କ୍ରିକେଟ୍ ସେମିଫାଇନାଲ୍ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ ପ୍ରବେଶ କରିଛି। ସୋମବାର ରାଇଜିଂ ଷ୍ଟୁଡେଣ୍ଟ ୫ ଓ୍ଵିକେଟ୍ରେ ଚଣ୍ଡିଖୋଲ୍ର ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଛି। ଚଣ୍ଡିଖୋଲ ୨୧୩ ରନ୍ କରିଥିଲା। ଜବାବରେ କଟକ ଦଳ ୨୯.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟୀ ହୋଇଥିଲା। ବିଜୟୀ ଦଳର ଶତକ ହାସଲକାରୀ ଅବିନାଶ (୧୦୩ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଭାଗ୍ୟଧର ନାୟକଙ୍କଠୁ ଗ୍ରହଣ କରିଥିଲେ।
ସଂଜିତ୍ ସ୍ମାରକୀ କ୍ରିକେଟ୍: ସେମିରେ ରାଇଜିଂ ଷ୍ଟୁଡେଣ୍ଟ୍
/sambad/media/post_attachments/wp-content/uploads/2017/11/gricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)