ଦୁବାଇ କବାଡ଼ି ମାଷ୍ଟର୍ସ ପାଇଁ ସସ୍ମିତା ମନୋନୀତ

କଟକ: ଦୁବାଇରେ ଆସନ୍ତା ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁଥିବା କବାଡ଼ି ମାଷ୍ଟର୍ସ ପାଇଁ ଓଡ଼ିଶାର ଆନ୍ତର୍ଜାତିକ ରେଫରି ସସ୍ମିତା ଦାସ ମନୋନୀତ ହୋଇଛନ୍ତି। ସସ୍ମିତା ଆସନ୍ତା ୨୦ ତାରିଖରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ସସ୍ମିତାଙ୍କୁ ଓଡ଼ିଶା କବାଡ଼ି ସଂଘ ପକ୍ଷରୁ ସମ୍ପାଦକ ଅଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର