ବିସିସିଆଇ ମହାପ୍ରବନ୍ଧକ ଦାୟିତ୍ୱ ନେଲେ ସବା କରିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓ୍ଵିକେଟ୍‌ରକ୍ଷକ/ବ୍ୟାଟ୍‌ସମ୍ୟାନ୍‌ ସବା କରିମ ଏବଂ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ମହାପ୍ରବନ୍ଧକ (କ୍ରିକେଟ୍‌ ପରିଚାଳନା) ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ସହିତ ତୁଫାନ୍‌ ଘୋଷ ମଧ୍ୟ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଭୟ କରିମ୍‌ ଓ ଘୋଷ ବିସିସିଆଇ ସିଇଓ ରାହୁଲ୍‌ ଗୋହରିଙ୍କୁ ରିପୋର୍ଟ କରିବେ। ଏହାପରେ କରିମ୍‌ ମୁମ୍ବାଇରେ ଏବଂ ଘୋଷ ବେଙ୍ଗାଲୁରୁରେ ଅବସ୍ଥାନ କରି ଦାୟିତ୍ୱ ନିର୍ବାହ କରିବେ। ବୋର୍ଡ (ବିସିସିଆଇ)ର ଦୃରଦୃଷ୍ଟି ଓ ରଣକୌଶଳ ନିର୍ଧାରଣ ବୈଠକରେ ଉଭୟ କରିମ ଓ ଘୋଷ ସିଇଓ ଜୋହରିଙ୍କୁ ସହାୟତା କରିବେ।

ସମ୍ବନ୍ଧିତ ଖବର