ଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍ ଦଳର ଦୁର୍ବଳ ପ୍ରଦର୍ଶନ ଜାରି ରହିଥିଲା ବେଳେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ବୀରେନ୍ଦ୍ର ସେହବାଗ ଏଥିନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ଅଧିନାୟକ ବିରାଟ କୋହଲିଙ୍କ କେତେକ ନିଷ୍ପତ୍ତିକୁ ସେ ଖୋଲା ସମାଲୋଚନା କରିଛନ୍ତି। କୋହଲି ପଡ଼ିଆରେ ଅନେକ ତ୍ରୁଟି କରୁଛନ୍ତି। ଭୁଲ ନିଷ୍ପତ୍ତି ନେଇ ଦକ୍ଷିଣ ଆଫ୍ରିକା କାମକୁ ସହଜ କରି ଦେଉଛନ୍ତି। ତାଙ୍କୁ ଏହି ବିଷୟରେ ଅବଗତ କରାଇବାକୁ ସେ ଅନ୍ୟ ଭାରତୀୟ ଖେଳାଳିଙ୍କୁ ଆହ୍ଵାନ କରିଛନ୍ତି।
ବିରାଟଙ୍କ ଉପରେ ସେହବାଗ ଖପ୍ପା
/sambad/media/post_attachments/wp-content/uploads/2018/01/2virender-sehwag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)