ଆତ୍ମରକ୍ଷା ପ୍ରଶିକ୍ଷଣ

ଆତ୍ମରକ୍ଷା ପ୍ରଶିକ୍ଷଣ କ୍ଷେତ୍ରରେ ବୃହତ୍‌ ସଫଳତା ହାସଲ କରିଥିବା ଉତ୍କଳ କରାଟେ ସ୍କୁଲ୍‌କୁ ମଙ୍ଗଳବାର ଜୟଦେବ ଭବନରେ ଗଣଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସମ୍ବର୍ଧିତ କରିବା ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି ସ୍କୁଲ୍‌ ଏପର୍ଯ୍ୟନ୍ତ ସରକାରଙ୍କ ସହାୟତାରେ ଓଡ଼ିଶାରେ ୧୦ ଲକ୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇପାରିଛି। ଯାହାକି ଏହି କୌଶଳ ଭାରତର ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥା ଦ୍ୱାରା ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର