ବୁଦାପେଷ୍ଟ : ବିଶ୍ବର ସବୁଠାରୁ ବୟସ୍କା ଅଲିମ୍ପିକ୍ ପଦକ ବିଜୟିନୀ ହଙ୍ଗେରୀୟ ଜିମ୍ନାଷ୍ଟ ଅଗ୍ନେଶ କେଲେଟିଙ୍କୁ ଆସନ୍ତା ମାସରେ ୧୦୦ ବର୍ଷ ପୂରିବ। ଏହି ୫ ଥର ଅଲିମ୍ପିକ୍ ବିଜୟିନୀ ଜାନୁଆରି ୯ ତାରିଖରେ ୧୦୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ୧୯୨୧ ମସିହାରେ ବୁଦାପେଷ୍ଟରେ ଜନ୍ମଗ୍ରହଣ କରିଥିବା କେଲେଟି ଜିମ୍ନାଷ୍ଟିକ୍ସରେ ମୋଟ ୧୦ ପଦକ ଜିତିଥିଲେ। ‘‘ମୁଁ ଏବେ ବି ସୁସ୍ଥ ଅଛି। ମୁଁ ଦର୍ପଣ ଦେଖୁନି। ଏହା ହେଉଛି ମୋର କାମ। ତେଣୁ ସବୁ ବେଳେ ଯୁବତୀ ହୋଇ ରହିଛି’’ ବୋଲି କେଲେଟି କହିଛନ୍ତି।
ବୟୋଜ୍ୟେଷ୍ଠା ଅଲିମ୍ପିକ୍ସ ବିଜୟିନୀ କେଲେଟିଙ୍କୁ ୧୦୦ ପୂରିବ
/sambad/media/post_attachments/wp-content/uploads/2020/12/fhfsh79s87sfh98s7fh98sh7sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)