ଦଲୀପ ଟ୍ରଫି ପାଇଁ ପୂର୍ବାଞ୍ଚଳ ଦଳରେ ଶାନ୍ତନୁ

କଟକ: ତାମିଲନାଡୁରେ ସେପ୍ଟେମ୍ବର ୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦଲୀପ ଟ୍ରଫି ପାଇଁ ପୂର୍ବାଞ୍ଚଳ ଦଳ ଘୋଷଣା ହୋଇଛି। ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଶାନ୍ତନୁ ମିଶ୍ର ସ୍ଥାନ ପାଇଛନ୍ତି। ତେବେ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କୁ ଦଳରେ ଷ୍ଟାଣ୍ତବାଇ ଭାବେ ରଖାଯାଇଛି। ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ତଥା ଅଲରାଉଣ୍ତର ମନୋଜ ତିଵାରୀ ପୂର୍ବାଞ୍ଚଳର ନେତୃତ୍ବ ନେବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର