ପ୍ରଥମ ଦୁଇ ଟେଷ୍ଟରେ ଅଜିଙ୍କ୍ୟ ରାହାଣେଙ୍କୁ ଚୂଡାନ୍ତ ଏକାଦଶରେ ନ ନିଆଯିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ବିଦେଶ ପରିବେଶରେ ଆମେ ସାମ୍ପ୍ରତିକ ପ୍ରଦର୍ଶନକୁ ନେଇ ଦଳ ଚୟନ କରିଥିଲୁ। ଆମେ ପ୍ରଥମ ଟେଷ୍ଟ୍ରେ ରାହାଣେଙ୍କୁ ଖେଳାଇଥିଲେ, ସେ ଯଦି ବିଫଳ ହୋଇଥାନ୍ତେ ଆପଣମାନେ ନିଶ୍ଚିତ ସମାନ ପ୍ରଶ୍ନ କରିଥାନ୍ତେ ବୋଲି ଶାସ୍ତ୍ରୀ କହିଛନ୍ତି। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ଆମେ ସମାନ ନୀତି ଆପଣାଇ ଖେଳାଳି ଚୟନ କରିଥିଲୁ ବୋଲି ସେ କହିଛନ୍ତି।
ରାହାଣେ ପ୍ରସଙ୍ଗକୁ ସମର୍ଥନ କଲେ ଶାସ୍ତ୍ରୀ
/sambad/media/post_attachments/wp-content/uploads/2018/01/Ajinkya-rahane.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)