ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍ । ୧୮ ଜଣିଆ ଭାରତୀୟ ଦଳ ଘୋଷିତ । ଶୁବମନ ଗିଲ ଭାରତୀୟ ଦଳର ନୂଆ ଅଧିନାୟକ । ଟେଷ୍ଟ ଟିମର ୩୭ ତମ କ୍ୟାପଟେନ୍ ହେଲେ ଶୁବମନ ଗିଲ । ଋଷଭ ପନ୍ତଙ୍କ କାନ୍ଧରେ ବି ଗୁରୁ ଦାୟିତ୍ବ । ଋଷଭ ପନ୍ତ ଭାରତୀୟ ଦଳର ଉପ ଅଧିନାୟକ ।

Advertisment

ଦଳରେ ଯଶସ୍ବୀ ଜୟସ୍ବାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରାବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ୍, ୱାସିଂଙ୍ଗଟନ୍ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଆଦି ସାମିଲ ।

fggf