ଅନ୍ତଃରାଷ୍ଟ୍ରୀୟ କରାଟେରେ ଭାଗ ନେବେ ସିଦ୍ଧାର୍ଥ, ଉମା

ଭୁବନେଶ୍ବର: ବିଶାଖାପାଟଣାର ରାଜୀବ ଗାନ୍ଧି ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାରଠୁ ଆରମ୍ଭ ହେବାକୁଥିବା ତୃତୀୟ ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ସିଦ୍ଧାର୍ଥ ମହାପାତ୍ର ଏବଂ ଊମା ପ୍ରସାଦ ବାରିକ ଯୋଗଦେବେ। ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଏଏସ୍‌ ସାମରିକ କଳା ଏକାଡେମିର ନିର୍ଦେଶକ ଶୁଭମ ପଟ୍ଟନାୟକ ଏବଂ ସିହାନ ଆଦିତ୍ୟ ମିଶ୍ରଙ୍କ ନେତୃତ୍ବରେ ଏହି ଦୁଇ ଜଣ ପ୍ରତିଯୋଗିତାରେ ଭାଗନେ‌ବେ।

ସମ୍ବନ୍ଧିତ ଖବର