ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍ ଆରମ୍ଭ ପୂର୍ବରୁ ମେଲ୍ବର୍ଣ୍ଣର ରଡ୍ ଲାଭର ଏରିନାରେ ପ୍ରଶଂସକମାନେ ଗୁରୁବାର ଟେନିସ କିଂବଦନ୍ତି ନୋଭାକ ଜୋକୋଭିକ ଓ କ୍ରିକେଟ୍ ମହାନ ଷ୍ଟିଭ୍ ସ୍ମିଥ୍ଙ୍କ ପରାକ୍ରମ ଦେଖିବାକୁ ପାଇଛନ୍ତି। ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ର ମୁଖ୍ୟ ଡ୍ର’ ଆରମ୍ଭ ପୂର୍ବରୁ ଜୋକୋଭିକ ଓ ସ୍ମିଥ୍ ନିଜର ନିୟମିତ ଖେଳ ବଦଳରେ ଯଥାକ୍ରମେ କ୍ରିକେଟ୍ ଓ ଟେନିସ ଖେଳି ପ୍ରଶଂସକଙ୍କ ମନ ଜିଣିଛନ୍ତି। ରେକର୍ଡ ୨୪ ଗ୍ରାଣ୍ଡସ୍ଲାମ୍ ବିଜେତା ଜୋକୋଭିକ ବ୍ୟାଟିଂ କରି ବଲ୍କୁ ଷ୍ଟାଣ୍ଡରେ ପକାଇଥିଲା ବେଳେ ସ୍ମିଥ୍ ଫୋର୍ ହ୍ୟାଣ୍ଡ୍ ରିଟର୍ନ ସଟ୍ ଖେଳିଛନ୍ତି।
ସିଲି ପଏଣ୍ଟ୍: ଜୋକୋଭିକ ଖେଳିଲେ କ୍ରିକେଟ୍, ସ୍ମିଥ୍ ଖେଳିଲେ ଟେନିସ୍
/sambad/media/post_attachments/wp-content/uploads/2024/01/fhfhfhffhfh.jpg)