ସିଲି ପଏଣ୍ଟ୍‌: ମୁମ୍ବାଇ ମାରାଥନ୍‌ରେ ‘ଜୟ ଶ୍ରୀ ରାମ’

ଅଯୋଧ୍ୟାରେ ସୋମବାର ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରବିବାର ଅନୁଷ୍ଠିତ ମୁମ୍ବାଇ ମାରାଥନ୍‌ ବେଳେ ‘ଜୟ ଶ୍ରୀ ରାମ’ ଧ୍ବନି ଶୁଣିବାକୁ ମିଳିଛି। ପୁରୁଷୋତ୍ତମ ପ୍ରଭୁ ରାମଙ୍କ ଫଟୋ ଚିତ୍ର ସହ ଜଣେ ଧାବକ ମାରାଥନ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ସମୟ‌ରେ ମଧ୍ୟ ‘ଭାରତ କା ବଚା ବଚା ଜୟ ଶ୍ରୀ ରାମ ବୋଲେ‌ଗା’ ସଂଗୀତ ବାଜୁଥିଲା।

ସମ୍ବନ୍ଧିତ ଖବର