ମନ୍ଥରତମ ପାୱାର ପ୍ଲେ

ଗୋଟିଏ ମ୍ୟାଚ୍‌ରେ ଦୁଇ ଥର ଚଳିତ ବିଶ୍ବକପ୍‌ର ମନ୍ଥରତମ ପାୱାର ପ୍ଲେ-୧ ସ୍କୋର୍ ଅଦଳ ବଳଦ କରିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ। ମଙ୍ଗଳବାର ୨୦୧୫ ଉପ ବିଜେତା ନ୍ୟୁଜିଲାଣ୍ଡ୍‌ ପ୍ରଥମ ୧୦ ଓଭର ସୁଦ୍ଧା କରିଥିଲା ୨୭/୧। ଏଥି ସହିତ ଭାରତ ନାମରେ ଥିବା ଆଲୋଡ଼ା ପିପି-୧ ସ୍କୋର୍‌ ୨୮/୧ (ବନାମ ଇଂଲଣ୍ଡ, ବର୍ମିଂହାମ) କଟିଯାଇଥିଲା। ବୁଧବାର କିନ୍ତୁ ଭାରତ ଏହି ଅଲୋଡ଼ା କୀର୍ତ୍ତିକୁ ଛଡ଼ାଇ ଆଣିଥିଲା। ଏହି ସମୟରେ କରିଥିଲା ୨୪/୪।

ଭାରତ-ନ୍ୟୁଜିଲାଣ୍ଡ୍‌ ସ୍କୋର‌୍‌ କାର୍ଡ

ନ୍ୟୁଜିଲାଣ୍ଡ ପାଳି: ୨୩୯/୮
ଖେଳାଳି ଆଉଟ୍‌/ବୋଲର ରନ୍‌ ବଲ୍‌ ଚୌକା ଛକା
ମାର୍ଟିନ୍‌ ଗପ୍ଟିଲ କ-ବିରାଟ କୋହଲି-ବୋ-ଯଶ୍‌ପ୍ରୀତ୍‌ ବୁମ୍‌ରା ୦୧ ୧୪ ୦ ୦
ହେନ୍‌ରି ନିକୋଲ୍‌ସ ବୋ-ରବୀନ୍ଦ୍ର ଜାଦେଜା ୨୮ ୫୧ ୨ ୦
କେନ୍‌ ୱିଲିୟମ୍‌ସନ୍‌ କ-ରବୀନ୍ଦ୍ର ଜାଦେଜା-ବୋ-ୟୁଜ୍‌ବେନ୍ଦ୍ର ଚହଲ୍‌ ୬୭ ୯୫ ୬ ୦
ରସ୍‌ ଟେଲର ରନ୍‌ ଆଉଟ୍‌ (ରବୀନ୍ଦ୍ର ଜାଦେଜା) ୭୪ ୯୦ ୩ ୧
ଜେମ୍‌ସ ନିସାମ୍‌ କ-ଦୀନେଶ କାର୍ତିକ-ବୋ-ହାର୍ଦିକ୍‌ ପାଣ୍ଡ୍ୟା ୧୨ ୧୮ ୧ ୦
କଲିନ୍‌ ଡି ଗ୍ରାଣ୍ଡୋମେ କ-ଧୋନି-ବୋ-ଭୁବନେଶ୍ବର କୁମାର ୧୬ ୧୦ ୨ ୦
ଟମ୍‌ ଲାଥାମ୍‌ କ-ଜାଦେଜା-ବୋ-ଭୁବନେଶ୍ବର କୁମାର ୧୦ ୧୧ ୦ ୦
ମିଚେଲ ସାଣ୍ଟନର ଅପରାଜିତ ୦୯ ୦୬ ୧ ୦
ମ୍ୟାଟ୍‌ ହେନ୍‌ରି କ-କୋହଲି-ବୋ-ଭୁବନେଶ୍ବର କୁମାର ୦୧ ୦୨ ୦ ୦
ଟ୍ରେଣ୍ଟ୍‌ ବୋଲ୍‌ଟ ଅପରାଜିତ ୦୩ ୦୩ ୦ ୦
ଅତିରିକ୍ତ- (ଲେଗ୍‌ବାଇ-୫, ୱାଇଡ୍‌-୧୩)- ୧୮
ମୋଟ- (୫୦ ଓଭର, ୮ ୱିକେଟ୍‌)- ୨୩୯
ୱିକେଟ୍‌ ପତନ: ୧/୧, ୨/୬୯, ୩/୧୩୪, ୪/୧୬୨, ୫/୨୦୦, ୬/୨୨୫, ୭/୨୨୫, ୮/୨୩୨।
ବୋଲି˚: ଭୁବନେଶ୍ବର କୁମାର ୧୦-୧-୪୩-୩, ଯଶ୍‌ପ୍ରୀତ୍‌ ବୁମ୍‌ରା ୧୦-୧-୩୯-୧, ହାର୍ଦିକ୍‌ ପାଣ୍ଡ୍ୟା ୧୦-୦-୫୫-୧, ରବୀନ୍ଦ୍ର ଜାଦେଜା ୧୦-୦-୩୪-୧, ୟୁଜ୍‌ବେନ୍ଦ୍ର ଚହଲ୍‌ ୧୦-୦-୬୩-୧।
 ଭାରତ ପାଳି: ୨୨୧/୧୦
ଲୋକେଶ ରାହୁଲ୍‌ କ-ଟମ୍‌ ଲାଥାମ୍‌-ବୋ-ମ୍ୟାଟ୍‌ ହେନ୍‌ରି ୦୧ ୦୭ ୦ ୦
ରୋହିତ ଶର୍ମା କ-ଟମ୍‌ ଲାଥାମ୍‌-ବୋ-ମ୍ୟାଟ୍‌ ହେନ୍‌ରି ୦୧ ୦୪ ୦ ୦
ବିରାଟ କୋହଲି ଏଲ୍‌ବି-ବୋ-ଟ୍ରେଣ୍ଟ୍‌ ବୋଲ୍‌ଟ ୦୧ ୦୬ ୦ ୦
ଋଷଭ ପନ୍ତ କ-ଗ୍ରାଣ୍ଡ୍‌ହୋମେ-ବୋ-ମିଚେଲ ସାଣ୍ଟନର ୩୨ ୫୬ ୪ ୦
ଦୀନେଶ କାର୍ତିକ କ-ଜେମ୍‌ସ ନିସାମ-ବୋ-ମ୍ୟାଟ୍‌ ହେନ୍‌ରି ୦୬ ୨୫ ୧ ୦
ହାର୍ଦିକ୍‌ ପାଣ୍ଡ୍ୟା କ-ୱିଲିୟମ୍‌ସନ୍‌-ବୋ-ସା‌ଣ୍ଟନର ୩୨ ୬୨ ୨ ୦
ଏମ୍‌ଏସ୍‌ ଧୋନି ରନ୍‌ ଆଉଟ୍‌ (ଗପ୍ଟିଲ) ୫୦ ୭୨ ୧ ୧
ରବୀନ୍ଦ୍ର ଜାଦେଜା କ-ୱିଲିୟମ୍‌ସନ୍‌-ବୋ-ଟ୍ରେଣ୍ଟ୍‌ ବୋଲ୍‌ଟ ୭୭ ୫୯ ୪ ୪
ଭୁବନେଶ୍ବର କୁମାର ବୋ-ଲୋକି ଫର୍ଗୁସନ୍‌ ୦୦ ୦୧ ୦ ୦
ୟୁଜ୍‌ବେନ୍ଦ୍ର ଚହଲ୍‌ କ-ଟମ୍‌ ଲାଥାମ୍‌-ବୋ-ଜେମ୍‌ସ ନିସାମ ୦୫ ୦୫ ୧ ୦
ଯଶ୍‌ପ୍ରୀତ୍‌ ବୁମ୍‌ରା ଅପରାଜିତ ୦୦ ୦୦ ୦ ୦
ଅତିରିକ୍ତ- (ଲେଗ୍‌ବାଇ-୩, ୱାଇଡ୍‌-୧୩)- ୧୬
ମୋଟ-(୪୯.୩ ଓଭର, ଅଲ୍‌ଆଉଟ୍‌)- ୨୨୧
ୱିକେଟ୍‌ ପତନ: ୧/୪, ୨/୫, ୩/୫, ୪/୨୪, ୫/୭୧, ୬/୯୨, ୭/୨୦୮, ୮/୨୧୬, ୯/୨୧୭।
ବୋଲି˚: ଟ୍ରେଣ୍ଟ୍‌ ବୋଲ୍‌ଟ ୧୦-୨-୪୨-୨, ମ୍ୟାଟ୍‌ ହେନ୍‌ରି ୧୦-୧-୩୭-୩, ଲୋକି ଫର୍ଗୁସନ୍‌ ୧୦-୦-୪୩-୧, କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ ୨-୦-୧୩-୦, ଜେମ୍‌ସ ନିସାମ ୭.୩-୦-୪୯-୧, ମିଚେଲ ସାଣ୍ଟନର ୧୦-୨-୩୪-୨।

ସମ୍ବନ୍ଧିତ ଖବର