ସ୍ମିଥ୍‌ ବିଦା ହେଲେ; ସାମ୍‌ସନ ରାଜସ୍ଥାନ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ୍‌ର ଚତୁର୍ଦଶ ସଂସ୍କରଣ ଚଳିତ ବର୍ଷ ଖେଳାଯିବ। ଏହା ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ କେଉଁ ଖେଳାଳିଙ୍କୁ ଆଗାମୀ ଋତୁ ପାଇଁ ରଖିବେ ଏବଂ ଛାଡ଼ିବେ ତାହାର ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା। ଏହାର ଶେଷ ତାରିଖ ବୁଧବାର ଥିଲା। ଏହି ଶେଷ ତାରିଖ ପୂର୍ବରୁ ସବୁ ଦଳ ନିଜ ନିଜ ତାଲିକା ପ୍ରକାଶ କରିଛନ୍ତି। ପ୍ରମୁଖ ଖେଳାଳି ଭାବେ ଲସିଥ ମାଲିଙ୍ଗା (ମୁମ୍ବାଇ ଇଣ୍ଡିଆନ୍ସ), ଷ୍ଟିଭ୍‌ ସ୍ମିଥ୍‌ (ରାଜସ୍ଥାନ ରୟାଲ୍ସ), ହରଭଜନ ସିଂହ, ମୁରଲୀ ବିଜୟ (ଚେନ୍ନାଇ ସୁପର କିଙ୍ଗ୍ସ), ଉମେଶ ଯାଦବ, ମୋଇନ ଅଲୀ (ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର), ଗ୍ଲେନ୍‌ ମ୍ୟାକ୍ସୱେଲ (କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ)ଙ୍କୁ ସେମାନଙ୍କ ଦଳ ଛାଡ଼ିଦେଇଛନ୍ତି। ସ୍ମିଥ୍‌ଙ୍କୁ ବିଦାୟ କରିବା ପରେ ରାଜସ୍ଥାନ ସଞ୍ଜୁ ସାମସନଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ଦଳଗୁଡ଼ିକ କେଉଁ ଖେଳାଳିଙ୍କୁ ରଖିଛନ୍ତି ଓ ଛାଡ଼ିଛନ୍ତି ତାହାର ତାଲିକା ନିମ୍ନରେ ପ୍ରକ‌ାଶ କରଯାଇଛି।

।ମୁମ୍ବାଇ ଇଣ୍ଡିଆନ୍ସ ରଖିଥିବା ଖେଳାଳି: ରୋହିତ ଶର୍ମା, କିରନ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, କ୍ବିଣ୍ଟନ ଡି’କକ୍‌, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମ୍‌ରା, ରାହୁଲ ଚହର, ଈଶାନ କିଷନ, କ୍ରୁନାଲ ପାଣ୍ଡ୍ୟା, କ୍ରିସ ଲିନ୍‌, ଧୱଲ କୁଲକର୍ଣ୍ଣି, ମୋହସିନ ଖାନ, ଅନକୂଳ ରୟ, ଆଦିତ୍ୟ ତାରେ, ସୌରଭ ତିୱାରୀ, ଜୟନ୍ତ ଯାଦବ, ଅନମୋଲପ୍ରୀତ ସିଂହ।
ଛାଡ଼ିଥିବା ଖେଳାଳି: ଲସିଥ ମାଲିଙ୍ଗା, ନାଥନ କୁଲ୍‌ଟର ନାଇଲ, ଜେମ୍ସ ପାଟିନସନ, ସେର୍ଫାନ ରଦରଫୋର୍ଡ, ମିଚେଲ ମ୍ୟାକ୍ଲିନଘାନ, ପ୍ରିନ୍ସ ବଲବନ୍ତ ରାଇ, ଦିଗବିଜୟ ଦେଶମୁଖ।

‌। ଚେନ୍ନାଇ ସୁପର କିଙ୍ଗ୍ସ ରଖିଥିବା ଖେଳାଳି: ଏମ୍‌ଏସ୍‌ ଧୋନି, ରବୀନ୍ଦ୍ର ଜାଦେଜା, ସୁରେଶ ରାଇନା, ଫାଫ ଡୁ’ପ୍ଲେସିସ୍‌, ସାମ କରନ, ଡ୍ବେନ ବ୍ରାଭୋ, ଜୋସ ହାଜ‌ଲେଉଡ, ଲୁଙ୍ଗି ଏନ୍‌ଗିଡି, ଅମ୍ବାତି ରାୟୁଡ଼ୁ, କର୍ଣ୍ଣ ଶର୍ମା, ମିଚେଲ ସାଣ୍ଟନର, ସାର୍ଦୁଳ ଠାକୁର, ଋତୁରାଜ ଗାଏକ୍ବାଡ, ଏନ୍‌ ଜଗଦୀସାନ, ଇମ୍ରାନ ତାହିର, ଦୀପକ ଚହର, କେଏମ୍‌ ଅସିଫ, ଆର୍‌ ସାଇ କିଶୋର।ଛାଡ଼ିଥିବା ଖେଳାଳି: ପୀୟୂଷ ଚାୱଲା, କେଦାର ଯାଦବ, ମୁରଲୀ ବିଜୟ, ହରଭଜନ ସିଂହ, ମୋନୁ କୁମାର ସିଂହ, ସେନ୍‌ ୱାଟ୍‌ସନ୍‌ (ରିଟାର୍ଡ)।

। ସନ୍‌ରାଇଜର୍ସ ହାଇଦ୍ରାବାଦ ରଖିଥିବା ଖେଳାଳି: ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସମାଦ, ଡେଭିଡ ୱାର୍ନର, ମହମ୍ମଦ ଦବି, ମିଚେଲ ମାର୍ସ, କେନ୍‌ ୱିଲିୟମସନ୍‌, ଋଦ୍ଧିମାନ ସାହା, ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, ଶ୍ରୀବତ୍ସ ଗୋସ୍ବାମୀ, ଶାହବାଜ ନଦୀମ, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା, ବିଜୟ ଶଙ୍କର, ବିରାଟ ସିଂହ, ବାସିଲ ଥାମ୍ପି, ରସିଦ ଖାନ, ଟି ନଟରାଜନ, ଖଲିଲ ଅହମ୍ମଦ।
ଛାଡ଼ିଥିବା ଖେଳାଳି: ଆର୍‌ ସଂଜୟ ଯାଦବ, ବଭାନକା ସନ୍ଦୀପ, ବିଲି ଷ୍ଟାନଲେକ, ୱାଇ ପୃଥ୍ବୀ ରାଜ।

। ଦିଲ୍ଲୀ କ୍ୟାପିଟାଲ୍ସ ରଖିଥିବା ଖେଳାଳି: ଶିଖର ଧାୱନ, କାଗିସୋ ରବଦା, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ, ଶ୍ରେୟସ ଆୟର, ଆନରିକ୍‌ ନର୍ଖିୟା, ମାର୍କସ ଷ୍ଟୋଇନିସ, ସିମ୍ରନ ହେଟମେୟର, ଅକ୍ଷର ପଟେଲ, ଅମିତ ମିଶ୍ରା, ଈଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ, ଲଲିତ ଯାଦବ, ହର୍ଷଲ ପଟେଲ, ଡାନିଏଲ ସାମ୍ସ, ଅଭେଶ ଖାନ, ପ୍ରବୀଣ ଦୁବେ।
ଛା‌ଡ଼ିଥିବା ଖେଳାଳି: ‌ମୋହିତ ଶର୍ମା, କିମୋ ପଲ, ସନ୍ଦୀପ ଲାମିଚାନ, ଆଲେକ୍ସ କାରେ, ଜାସନ ରୟ, ତୁଷାର ଦେଶପାଣ୍ଡେ।

। ରୟାଲ୍ ଚ୍ୟାଲେଞ୍ଜର୍ସ ବା‌ଙ୍ଗାଲୋର ରଖିଥିବା ଖେଳାଳି: ବିରାଟ କୋହଲି, ଏବି ଡି’ଭିଲିୟର୍ସ, ୟୁଜବେନ୍ଦ୍ର ଚହଲ, ଦେବଦତ୍ତ ପଡ଼ିକଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନଭଦୀପ ସୈନି, ଆଦାମ୍ପ ଜାମ୍ପା, ଶାହବାଜ ଅହମ୍ମଦ, ଜୋସ ଫିଲିପ, କେନ ରିଚାର୍ଡସନ, ପବନ ଦେଶପାଣ୍ଡେ।
ଛାଡ଼ିଥିବା ଖେଳାଳି: ମୋଇନ ଅଲ୍ଲୀ, ଶିବମ ଦୁବେ, ଗୁରକୀରଟ ସିଂହ ମନ, ଆରୋନ ଫିଞ୍ଚ, କ୍ରିସ ‌ମୋରିସ, ପୱନ ନେଗି, ପାର୍ଥୀବ ପଟେଲ (ରିଟାର୍ଡ), ଡେଲ୍‌ ‌ଷ୍ଟେନ୍‌, ଇସୁରୁ ଉଡାନା, ଉମେଶ ଯାଦବ।

। କୋଲ୍‌କାତା ନାଇଟ ରାଇଡର୍ସ ରଖିଥିବା ଖେଳାଳି: ଇଅନ ମୋର୍ଗାନ, ଆନ୍ଦ୍ରେ ରସେଲ, ଦୀନେଶ କାର୍ତ୍ତିକ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ‌ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କୃ‌ଷ୍ଣ, ରିଙ୍କୁ ସିଂହ, ସନ୍ଦୀପ ୱାରିୟର, ଶିବମ ମାଭି, ଶୁବମନ ଗିଲ, ସୁନିଲ ନାରାୟଣ, ପ୍ୟାଟ କମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ଅଲୀ ଖାନ, ଟିମ ସିଫର୍ଟ।
ଛାଡ଼ିଥିବା ଖେଳାଳି: ଟମ ବାଣ୍ଟନ, କ୍ରିସ ଗ୍ରିନ, ସିଦ୍ଦେଶ ଲାଡ, ନିଖିଳ ନାଏକ, ଏମ୍‌ ସିଦ୍ଧାର୍ଥ, ହାରି ଗର୍ନେ।

। କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ରଖିଥିବା ଖେଳାଳି: କେଏଲ୍‌ ରାହୁଲ, କ୍ରିସ ଗେଲ, ନିକୋଲାସ ପୂରନ, ମହମ୍ମଦ ସାମି, କ୍ରିସ ଜୋର୍ଡାନ, ମନଦୀପ ସିଂହ, ମୟଙ୍କ ଅଗ୍ରୱାଲ, ରବି ବିଷ୍ଣୋଇ, ପ୍ରଭସିମ୍ରନ ସିଂହ, ଦୀପକ ହୁଦା, ସର୍ଫରାଜ ଖାନ, ଅର୍ଶଦୀପ ସିଂହ, ଦର୍ଶନ ନାଲକାଣ୍ଡେ, ଈଶାନ୍ ପୋରେଲ, ହର୍ପିତ ବ୍ରାର।
ଛାଡ଼ିଥିବା ଖେଳାଳି: ଗ୍ଲେନ ମ୍ୟାକ୍ସୱେଲ, ସେଲଡନ କଟ୍ରେଲ, କୃଷ୍ଣପା ଗୌତମ, ମୁଜୀବ ଉର ରହମନ, ଜେମ୍ସ ନୀସାମ, ହର୍ଦୁସ ଭିଲଜଏନ, କରୁଣ ନାୟର, ଜେ ସୁଚିତ, ତେଜି୍ଦର ସିଂହ।

। ରାଜସ୍ଥାନ ରୟାଲ୍ସ ରଖିଥିବା ଖେଳାଳି: ସଞ୍ଜୁ ସାମସନ, ବେନ ‌‌ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ ବଟ୍ଟଲର, ରିୟାନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତିୱାତିଆ, ମହିପାଲ ଲୋମରର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିଉ ଟାଏ, ଜୟଦେବ ଉନାଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୟସ୍ବାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ ଭୋରା, ରବିନ ଉଥପ୍ପା।
ଛାଡ଼ିଥିବା ଖେଳାଳି: ଷ୍ଟିଭ ସ୍ମିଥ, ଅଙ୍କିତ ରାଜପୁତ, ଓସା‌‌ନ ଥୋମାସ, ଆକାଶ ସିଂହ, ବରୁଣ ଆରୋନ, ଟମ କରନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂହ।

ସମ୍ବନ୍ଧିତ ଖବର