ମୌରି‌େନ‌ାଙ୍କ ସ୍ଥାନରେ ସୋଲସ୍କଜାଇର ନିଯୁକ୍ତ

0

ମାଞ୍ଚେଷ୍ଟର: ପୂର୍ବତନ ଷ୍ଟ୍ରାଇକର ଓଲେ ଗୁନାର ସୋଲ୍‌ସ୍କଜାଇରଙ୍କୁ ମାଞ୍ଚେଷ୍ଟର ୟୁନାଇଟେଡ୍‌ ନୂଆ ପ୍ରବନ୍ଧକ ଭାବେ ବୁଧବାର ନିଯୁକ୍ତି ଦେଇଛି। ସେ ବହିଷ୍କୃତ ପ୍ରବନ୍ଧକ ଜୋସ୍‌ ମୌରିନୋଙ୍କ ସ୍ଥାନ ନେବେ। ଚଳିତ ଋତୁ ଶେଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ସୋଲ୍‌ସ୍କଜାଇର ରହିବେ ବୋଲି ଏହି ପ୍ରିମିୟର ଲିଗ୍‌ କ୍ଲବ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.