ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ ବୁଧବାର ଦକ୍ଷିଣ ଆଫ୍ରିକା ଟିମ୍ ଏଠାରେ ପହଞ୍ଚିଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା ଟିମ୍କୁ ସ୍ୱାଗତ କରାଯାଇଛି। ଆଗାମୀ ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଆରମ୍ଭ ହେବ।
ଓଡ଼ିଶା ହକି ବିଶ୍ୱକପ୍: ଭୁବନେଶ୍ୱର ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ୍
/sambad/media/post_attachments/wp-content/uploads/2018/10/8-Kalinga-Stadium.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)