ଭୁବନେଶ୍ବର: ଚଳିତ ମାସ ୧୫ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାରତ ସହ ଜର୍ମାନୀ, ସ୍ପେନ୍, ଇଂଲଣ୍ଡ ଅଂଶଗ୍ରହଣ କରୁଛନ୍ତି। ଏଥିଲାଗି ସ୍ପେନ୍ର ଉଭୟ ପୁରୁଷ ଓ ମହିଳା ଦଳ ସହ ଗତ ସଂସ୍କରଣ ଉପବିଜେତା ଜର୍ମାନୀ, ଇଂଲଣ୍ଡର ମହିଳା ଦଳ ଭୁବନେଶ୍ବରରେ ପହଞ୍ଚିଛି। ଇଂଲଣ୍ଡ ମହିଳା ରବିବାର ପହଞ୍ଚିଥିଲା ବେଳେ ସ୍ପେନ୍ ଓ ଜର୍ମାନୀ ଦଳ ସୋମବାର ଭୁବନେଶ୍ବରରେ ପାଦ ଥାପିଛନ୍ତି।
ପହଞ୍ଚିଲେ ସ୍ପେନ୍, ଜର୍ମାନୀ, ଇଂଲଣ୍ଡ ଦଳ
ଚଳିତ ମାସ ୧୫ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାରତ ସହ ଜର୍ମାନୀ, ସ୍ପେନ୍, ଇଂଲଣ୍ଡ ଅଂଶଗ୍ରହଣ କରୁଛନ୍ତି।
/sambad/media/media_files/2025/02/11/REClUzhD8iynAz1gGHcN.jpg)