କ୍ରୀଡ଼ା କଥନ

ମୋ ବାପା ଗୋ ଖାଦ୍ୟ ଖାଇ ମୋତେ କ୍ରୀଡ଼ା ପ୍ରଶିକ୍ଷଣ ଦେଇଥିଲେ। ମୁଁ ଏସୀୟ ଦୌଡ଼କୁଦ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ସେ ଚାଲି ପାରୁ ନଥିଲେ। ମୋ ଗାଁରେ ବିଜୁଳି ନାହିଁ କିମ୍ବା ବସ୍‌ର ବ୍ୟବସ୍ଥା ନାହିଁ। ଏଣୁ ଭୋର ୪ଟା ୩୦ରେ ବସ୍ ଧରିବା ଲାଗି ମୋ ବାପା ମୋତେ ୪ଟାରୁ ଉଠାଇ ଦେଉଥିଲେ। ମା’ ଦେହ ଭଲ ନଥିଲେ ମୋତେ ଘର କାମରେ ମଧ୍ୟ ସାହାଯ୍ୟ କରୁଥିଲେ। ଯେତେବେଳେ ମୋ ବାପାଙ୍କ ଦେହ ଭଲ ନଥିଲା ଏବଂ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ, ଗୋ ମାତାଙ୍କ ପାଇଁ ରଖା ଯାଇଥିବା ଖାଦ୍ୟ ଖାଇ ମୋତେ ଯେମିତି ଭଲ ପ୍ରଶିକ୍ଷଣ ମିଳିବ, ସେ କଥା ଚିନ୍ତା କରୁଥିଲେ। ଆଜି ସେ ନାହାନ୍ତି। ହେଲେ ତାଙ୍କ ସ୍ବପ୍ନ ମୁଁ ପୂରଣ କରି ପାରିଛି ବୋଲି ଭାବୁଛି।
-ଗୋମତି ମାରିମୁଥୁ, ଏସୀୟ ଦୌଡ଼କୁଦ ୮୦୦ ମିଟର ସ୍ବର୍ଣ୍ଣ ବିଜୟିନୀ

ସମ୍ବନ୍ଧିତ ଖବର