ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ଆଇଏସଏସଏଫ୍ ବିଶ୍ବକପ୍ ଲାଗି ଓଡ଼ିଶାର ଉଦୀୟମାନ ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ବିଗତ କିଛି ବର୍ଷ ହେବ ଭାରତୀୟ ଦଳର ନିୟମିତ ସଦସ୍ୟ ସାଜିଥିବା ଶ୍ରୀୟଙ୍କା ଏସୀୟ ସୁଟିଂ ଏବଂ ଏସୀୟ ଏୟାରଗନ୍ ପ୍ରତିଯୋଗିତାରେ ଅଧା ଡଜନରୁ ଊର୍ଦ୍ଧ୍ବ ପଦକ ଜିତି ସାରିଛନ୍ତି। ଏବେ ଶ୍ରୀୟଙ୍କାଙ୍କ ନଜର ରହିବ ପ୍ରଥମ ବିଶ୍ବକପ୍ ପଦକ ଉପରେ। କିଟ୍ ବିଶ୍ବବିଦ୍ୟାଳୟରେ ଏମ୍ବିଏ କରୁଥିବା ଶ୍ରୀୟଙ୍କାଙ୍କୁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭକାମନା ଜଣାଇଛନ୍ତି।
ଭାରତୀୟ ବିଶ୍ବକପ୍ ଦଳରେ ଶ୍ରୀୟଙ୍କା
/sambad/media/post_attachments/wp-content/uploads/2021/02/gfhdhdhdhgdgh5245647564564564.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)