ଷ୍ଟାଲିନ୍‌ ବିବିବିଏ ସଭାପତି

ଭୁବନେଶ୍ୱର: ଷ୍ଟାଲିନ ପରିଜା ଭୁବନେଶ୍ୱର ବଲ୍‌ ବ୍ୟାଡମିଣ୍ଟନ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି। ସେହିଭଳି ସୁକାନ୍ତ ଦାଶ କାର୍ଯ୍ୟକାରୀ ସଭାପତି, ଅନଙ୍ଗ ପ୍ରସାଦ ପଟ୍ଟନାୟକ ଉପ ସଭାପତି, ତରୁଣ ଚନ୍ଦ୍ର ପାଲ୍‌ ସଂପାଦକ, ଶ୍ୟାମ ସୁନ୍ଦର ପାତ୍ର କୋଷାଧ୍ୟକ୍ଷ ପଦ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୀଲ ମହାରଣା ଓ ଅର୍ଦ୍ଧେନ୍ଦୁ ଦାସ ଯୁଗ୍ମ ସଂପାଦକ ନିର୍ବାଚିତ ହୋଇଥିଲା ବେଳେ ଅପରାଜିତା ମହାନ୍ତି, ରାମେଶ୍ୱର ମହାରଣା, ହାଇଦର ମହମ୍ମଦ ଓ ଆଭାସ ମହାନ୍ତି କାର୍ଯ୍ୟକାରିଣୀ ସଦସ୍ୟ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର