ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆମେରିକାର ଫୁଟ୍ବଲ୍ ତାରକା ରସେଲ୍ ଵିଲ୍ସନ୍ ନିଜର ଏକ ଜର୍ସି ଉପହାର ଦେଇଛନ୍ତି। ଉପହାର ପାଇବା ପରେ ରସେଲଙ୍କୁ ଧନ୍ୟବାଦ ଦେବା ସହ ଏକ ଭିଡିଓ ଟ୍ବିଟରରେ ଛାଡ଼ିଛନ୍ତି କୋହଲି। ଏଥିରେ ସେ କହିଛନ୍ତି ‘‘ଧନ୍ୟବାଦ ରସେଲ୍। ଉପହାର ପାଇ ମୁଁ ବହୁତ ଖୁସି’’। ମ୍ୟାଚ୍ ଖେଳିବା ବେଳେ ପିନ୍ଧା ଯାଉଥିବା ଜର୍ସି ସବୁବେଳେ ସ୍ବତନ୍ତ୍ର ହୋଇଥାଏ। ଏହାକୁ ଗ୍ରହଣ କରି ମୁଁ ବହୁତ ଖୁସି ଓ ଉତ୍ସାହିତ ଅଛି। ଆଶା କରୁଛି ତୁମେ ଯେତେବେଳେ ଭାରତ ଆସିବ ନିଶ୍ଚୟ ଦେଖାହେବ। ମୁଁ ବି ବହୁତ ଶୀଘ୍ର ପ୍ରତିବଦଳରେ କିଛି ଦେବି। ବହୁତ ବହୁତ ଧନ୍ୟବାଦ। ସାକ୍ଷାତ ପାଇଁ ଅପେକ୍ଷା ରହିଲା।
ବିରାଟଙ୍କୁ ନିଜ ଜର୍ସି ଦେଲେ ଫୁଟ୍ବଲ୍ ତାରକା ୱିଲ୍ସନ୍
/sambad/media/post_attachments/wp-content/uploads/2019/12/h546jh4g98hj7gf8h74dg98h7d98fh7df98h7f98h7fs98789h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)