ଭୁବନେଶ୍ବର: ଓଡ଼ିଶା ରାଜ୍ୟ କ୍ୟାରମ୍ ସଂଘ ପକ୍ଷରୁ ଆସନ୍ତା ଜାନୁଆରି ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମାଇଟ୍ ମାଇନ୍ସଠାରେ ରାଜ୍ୟ କ୍ୟାରମ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମହିଳା, ପୁରୁଷ ଏବଂ ବୟସ୍କ ଖେଳାଳିଙ୍କ ପାଇଁ ପ୍ରତିଯୋଗିତା ହେବ। ଭାଗ ନେବାପାଇଁ ବିଭିନ୍ନ ଜିଲ୍ଲାର ସମ୍ପାଦକମାନେ ରାଜ୍ୟ ସଂଘ ସମ୍ପାଦକ ସେକ୍ ଅବଦୁଲ୍ଲା (୯୪୩୭୧ ୧୮୯୨୫)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହାର ଅବ୍ୟବହିତ ପୂର୍ବରୁ ଡିସେମ୍ବର ୨୩ ତାରିଖ ରବିବାର ଦିନ ଭୁବନେଶ୍ବରଠାରେ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ସେକ୍ ଅବଦୁଲ୍ଲା ଜଣାଇଛନ୍ତି।
ରାଜ୍ୟ କ୍ୟାରମ୍ ୧୦ରୁ
/sambad/media/post_attachments/wp-content/uploads/2018/12/carrombaord.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)