ଭୁବନେଶ୍ବର: ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ରବିବାର ଉତ୍କଳ କରାଟେ ସ୍କୁଲ୍ଠାରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୧୮ ଜିଲ୍ଲାରୁ ୩୦୦ (ବାଳକ, ବାଳିକା) ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଖେଳାଳିମାନେ ଆସନ୍ତା ମାସ ୧୦ ତାରିଖରେ ଦିଲ୍ଲୀଠାରେ ଆୟୋଜିତ ହେବାକୁଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବେ। ପ୍ରତିଯୋଗିତାକୁ ସେନସେଇ ଖାରବେଳ ମଲ୍ଲିକ, ଜୟଦେବ ପଟ୍ଟନାୟକ, ଏସ୍ଆର୍ ସାସମଲ, ଏନ୍ଏସ୍ ଗୁଇଁ, ଅରବିନ୍ଦ ପଟ୍ଟନାୟକ, ରାଜୀବ ସିଂହ, ଦୀପକ ସାମନ୍ତରାୟ, ସନତ ଦେଓ, ଆଦିତ୍ୟ ମିଶ୍ର, ମହେଶ ବରାଳ, ଦୁର୍ଗା ପ୍ରସାଦ ରଥ, ସୌମ୍ୟ ଦାସ, ସନ୍ଦୀପ ମହାନ୍ତି, ସତ୍ୟଶ୍ରୀ ଜେନା, ମନୀଷ ମାଧାନିଆ, ମୁନା ସିଂହ, ଏନ୍ବି ପଟ୍ଟନାୟକ, ଗୋପାଳ ସାହୁ, ଶୁଭେନ୍ଦୁ ଲେଙ୍କା, ସନ୍ଦୀପ ଦାସ, ଦିଲ୍ଲୀପ ଜେନା, ଅବିନାଶ ପୁନ୍ଦିର ପ୍ରମୁଖ ପରିଚାଳନା କରିଥିଲେ।
ସ୍ବର୍ଣ୍ଣ ବିଜୟୀ: ଅର୍ଣ୍ଣବ କୁମାର ବିଶୋଇ, ସ୍ବେତଞ୍ଜନା ସାହୁ, ପୁନିତ କୁମାର ମହନ୍ତ, ଅନୀଷା ମିଶ୍ର, ଶୁଭ୍ରାଂଶୁ ରୟ, କୁମାର ଶୁଭମ, ଶୁଭ୍ରାଂଶୁ ରୟ, ଅବିନାଶ ମହାପାତ୍ର, ନିଶିଶା ଦାସ, ଆଦ୍ୟଶା ପ୍ରିୟଦର୍ଶିନ ସାହୁ, ରାଜଲକ୍ଷ୍ମୀ ଜେନା, ଆଦିତ୍ୟ କୁମାର, ଅଙ୍କିତା ଅରୋସ୍ମିତା, ପ୍ରତୀକ କୁମାର ଦାସ, ସାଇ ସ୍ବରୂପ ବେବର୍ତା, ଅଶୁତୋଷ ମହାନ୍ତି, ରିତିଶା ମହପାତ୍ର, ରୋଶନୀ ପରବୀନ, ଅନନ୍ୟା ପାତ୍ର, ତାନିୟା ସାହୁ, ରିତେଶ ମହାନ୍ତି, ରୁପାଲି ଦାସ, ପଦ୍ମାଳୟ ଆଚାର୍ଯ୍ୟ, ମଧୁପ୍ରିୟା ବାଇ, ତ୍ରିଲୋଚନ ରଣା, ଅର୍ପିତା ସିଂହ, ତ୍ରିଲୋଚନ ରଣା, ଅଂଶୁମାନ ମାଝୀ, ମନୋଜ ବେହେରା, ମଧୁପ୍ରିୟା ବାଇ, ଶୁଭ୍ରାଂଶୁ ଦାସ, ଏସ୍କେ ଆର୍ଯ୍ୟନ୍ ରାଜ, ଶୁଭକାନ୍ତ ବିଶ୍ବାଳ, ସାର୍ଥିକା ହରିଚନ୍ଦନ, ସୃତିରାଣୀ ବିଶୋୟୀ, ମିତାଲି ମଧୁସ୍ମିତା।