ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ୬ରୁ

ଭୁବନେଶ୍ବର: ବାଙ୍କି ମହାବେରଣା କ୍ଲବ୍‌ (ପଥୁରିପଡ଼ା) ପକ୍ଷରୁ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ପ୍ରତିଯୋଗିତାର ୩୧ତମ ସଂସ୍କରଣ ଆସନ୍ତାବର୍ଷ ଜାନୁଆରି ୬ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନ ବାଙ୍କି କ୍ରୀଡ଼ା ସଂଘ ଓ ଅଟ୍ରି ମୁହାଁମୁହିଁ ହେବେ। ୭ରେ କାଇପଦର-୬ ତାରିଖ ବିଜେତା, ୮ରେ କଳିଙ୍ଗ ଖୋର୍ଧା-ବ୍ଲୁ ରକ୍‌ ଷ୍ଟାର୍‌ ଯାଆଁଳା, ୧୦ ରେ ଭାଲିଆବାଡ଼ି-ବୈ‌ଦ୍ୟେଶ୍ବର, ୧୧ରେ ନଁପୁଟ-୧୦ ତାରିଖ ବିଜେତା, ୧୨ରେ କୁମାରବସ୍ତ-ମାର୍ଥାପୁର (ଢେଙ୍କାନାଳ) ଖେଳିବେ। ୯ ଓ ୧୩ ତାରିଖ ସେମିଫାଇନାଲ୍‌, ୨୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ସହ ପ୍ରତିଯୋଗିତା ଉଦ୍‌ଯାପିତ ହେବ‌ ବୋଲି ସମ୍ପାଦକ ସଦାଶିବ ଦାଶ ଜଣାଇଛନ୍ତି।

ସମ୍ବନ୍ଧିତ ଖବର