ରାଜ୍ୟ ବିଦ୍ୟାଳୟ କ୍ରିକେଟ୍‌:ଭୁବନେଶ୍ବରର ବୃହତ ବିଜୟ

0

ଅନୁଗୁଳ: ରାଜ୍ୟ ବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା‌େର ଗୁରୁବାର ଭୁବନେଶ୍ବର ବୃହତ୍‌ ବିଜୟ ହାସଲ କରିଛି। ଟାଉନ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏହି ଦଳ ୧୦୫ ରନ୍‌ରେ ଗଜପତି ଦଳକୁ ପରାସ୍ତ କରିଦେଇଛି। ଭୁବନେଶ୍ବର ୧୫ ଓଭରରେ ୩ ୱିକେଟ୍ ହରାଇ ୧୭୦ ରନ୍‌ କରିଥିଲା। ଜବାବରେ ଗଜପତି ୬୫ ରନ୍ କରିଥିଲା। ଖଲାରି ପଡ଼ିଆରେ କଟକ ଦଳ ୪୨ ରନ୍‌ ବ୍ୟବଧାନରେ ଭଦ୍ରକକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.