ଅନ୍ତର୍ଜାତୀୟ ଆମନ୍ତ୍ରଣୀୟ କରାଟେ:ଉତ୍କଳ କରାଟେ ସ୍କୁଲକୁ ୪୭ ପଦକ

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ୍‌ର ଖେଳାଳିମାନେ କୋଲ୍‌କାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଉଦ୍‌ଯାପିତ ଅନ୍ତର୍ଜାତୀୟ ଆମନ୍ତ୍ରଣୀୟ କରାଟେ ପ୍ରତିଯୋଗିତାରେ ୧୯ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ଏବଂ ୮ କାଂସ୍ୟ ସହ ମୋଟ ୪୭ ପଦକ କରାୟତ କରିଛନ୍ତି। ପଦକ ବିଜେତାଙ୍କୁ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସ୍ୱର୍ଣ୍ଣ ବିଜେତା: ପ୍ରିୟଙ୍କା ସାମା, ଦେବସ୍ମିତା ଦଳବେହେରା, ଅବିନାଶ ମହାନ୍ତି, ବିଶ୍ୱଜିତ ସାମଲ, କମଲ ଲୋଚନ ସାହୁ, ରୁଦ୍ର ପ୍ରକାଶ ଖଟେଇ, ପୀତବାସ ମାନସିଂହ, ପ୍ରିନ୍‌ସ କୁମାର, ସନ୍ୟାସୀ ଜେନା, ତ୍ରିନାଥ ରଣା, ବ୍ରତାର୍ତି ବିଶ୍ୱପ୍ରଭା ପତି, ତ୍ରିଲୋଚନ ରଣା, ସୋମନାଥ ଦାଶ, ଦିବ୍ୟା ରାଣୀ, ରୀତେଶ ମହାନ୍ତି, ମଧୁପ୍ରିୟା ବାଇ, ଡି ଭଗବାନ ରେଡ୍ଡୀ। ରୌପ୍ୟ: ସଙ୍କେତ କୁମାର ନାୟକ, ରୁଦ୍ର ପ୍ରକାଶ ଖଟେଇ, ନୃସିଂହ ଚରଣ ବେଜ, ହୃଶିକେଶ ମାନସିଂହ, ପୀତବାସ ମାନସିଂହ, ସଂଗ୍ରାମ ନାୟକ, ସୁଦେସ୍ନା ଦାଶ, ଦିବ୍ୟ ରଶ୍ମି ଦାଶ, ଅର୍ଯ୍ୟବୀର ନାୟକ, ଦିବ୍ୟା ରାଣୀ, ମଧୁପ୍ରିୟା ବାଇ, ଶୁଭକାନ୍ତ ବିଶ୍ୱାଳ, ସାର୍ଥିକା ହରିଚନ୍ଦନ, ମୌମିନାଲ। କାଂସ୍ୟ: ଅଭିଷେକ ମହାପାତ୍ର, ଦେବାଶିଷ ସ୍ୱାଇଁ, କୋମଲ ସିଂହ, ତ୍ରିଲୋଚନ ରଣା, ସୁଦେସ୍ନା ଦାଶ, ସତ୍ୟଜିତ ସେଠୀ, ମୋନାଲି ସାହୁ, କୃଷ୍ଣ ଚନ୍ଦ୍ର ମହାରଣା।

ସମ୍ବନ୍ଧିତ ଖବର