ଭୁବନେଶ୍ୱର: ଓଡ଼ିଶାର ଶ୍ରେଷ୍ଠ ସ୍ନକର ଖେଳାଳି ସୁବ୍ରତ ଦାସ ଶୁକ୍ରବାର ଚେନ୍ନାଇ ଗସ୍ତ କରିଛନ୍ତି। ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବାକୁଥିବା ସପ୍ତମ ୬ରେଡ୍ ସ୍ନକର ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିିିତାର ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚିବାକୁ ହେଲେ ସୁବ୍ରତଙ୍କୁ ଯୋଗ୍ୟତା ପର୍ଯ୍ୟାୟରେ ଅତିକମ୍ରେ ୩ ବିଜୟ ଦରକାର।
ସୁବ୍ରତଙ୍କ ଚେନ୍ନାଇ ଗସ୍ତ
/sambad/media/post_attachments/wp-content/uploads/2017/12/12-Snooker.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)