ସନ୍‌ରାଇଜର୍ସ ହାଇଦ୍ରାବାଦ: କେଉଁ ଖେଳାଳି କେତେ ଦର?

ଖେଳାଳି  ଦେଶ  ମୂଳଦର  ବିକ୍ରିଦର
ଅବ୍‌ଦୁଲ ସମଦ, ଭାରତ, ରିଟେନ୍‌
ଉମ୍ରନ ମଲ୍ଲିକ, ଭାରତ, ରିଟେନ୍‌
କେନ୍‌ ୱିଲିୟମ୍‌ସନ୍‌, ନ୍ୟୁଜିଲାଣ୍ଡ୍‌, ରିଟେନ୍‌
ୱାସିଂଟନ୍‌ ସୁନ୍ଦର, ଭାରତ, ୧.୫ କୋଟି ୮.୭୫ କୋଟି
ନିକୋଲାସ୍‌ ପୂରନ, ୱେଷ୍ଟ୍‌ଇଣ୍ଡିଜ୍‌, ୧.୫ କୋଟି ୧୦.୭୫ କୋଟି
ଟି ନଟରାଜନ, ଭାରତ, ୧ କୋଟି ୪ କୋଟି
ଭୁବନେଶ୍ବର କୁମାର, ଭାରତ, ୨ କୋଟି ୪.୨ କୋଟି
ପ୍ରିୟମ ଗର୍ଗ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ରାହୁଲ ତ୍ରିପାଠୀ, ଭାରତ, ୪୦ ଲକ୍ଷ ୮.୫ କୋଟି
ଅଭିଷେକ ଶର୍ମା, ଭାରତ, ୨୦ ଲକ୍ଷ ୬.୫ କୋଟି
କାର୍ତିକ ତ୍ୟାଗୀ, ଭାରତ, ୨୦ ଲକ୍ଷ ୪ କୋଟି
ଜଗଦୀଶା ସୁଚିତ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ଶ୍ରେୟସ ଗୋପାଳ, ଭାରତ, ୨୦ ଲକ୍ଷ ୭୫ ଲକ୍ଷ
ଏଦେନ୍‌ ମର୍କରାମ, ଦକ୍ଷିଣ ଆଫ୍ରିକା, ୧ କୋଟି ୨.୬ କୋଟି
ମାର୍କୋ ଜାନ୍‌ସେନ୍‌, ଦକ୍ଷିଣ ଆଫ୍ରିକା, ୫୦ ଲକ୍ଷ ୪.୨ କୋଟି
ରୋମାରିଓ ସେଫର୍ଡ, ୱେଷ୍ଟ୍‌ଇଣ୍ଡିଜ୍‌, ୭୫ ଲକ୍ଷ ୭.୭୫ କୋଟି
ସିନ୍‌ ଆବୋଟ୍‌, ଅଷ୍ଟ୍ରେଲିଆ, ୭୫ ଲକ୍ଷ ୨.୪ କୋଟି
ଆର୍‌ ସମର୍ଥ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ଶଶାଙ୍କ ସିଂହ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ସୌରଭ ଦୁବେ, ଭାରତ, ୨୦ ଲକ୍ଷ ୨୦ ଲକ୍ଷ
ବିଷ୍ଣୁ ବିନୋଦ, ଭାରତ, ୨୦ ଲକ୍ଷ ୫୦ ଲକ୍ଷ
ଗ୍ଲେନ୍‌ ଫିଲିପ୍ସ, ନ୍ୟୁଜିଲାଣ୍ଡ୍‌, ୧.୫ କୋଟି ୧.୫ କୋଟି
ଫାଜଲକ୍‌ ଫାରୁକି, ଆଫ୍‌ଗାନିସ୍ତାନ, ୫୦ ଲକ୍ଷ ୫୦ ଲକ୍ଷ

ସମ୍ବନ୍ଧିତ ଖବର