ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୪୩ତମ ମ୍ୟାଚ୍ କିଙ୍ଗସ୍ ଇଲେଭେନ୍ ପଂଜାବ ଓ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ହୋଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେ୍ଟ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଆଇପିଏଲ୍: ପଂଜାବ ବିପକ୍ଷରେ ଟସ୍ ଜିଣି ହାଇଦ୍ରାବାଦ୍ର ବୋଲିଂ ନିଷ୍ପତ୍ତି
/sambad/media/post_attachments/wp-content/uploads/2020/10/Lokesh-Rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)