ପ୍ରଶଂସାରେ ପୋତିଲେ:ସଚିନ ତେନ୍ଦୁଲକର

ପ୍ରଥମ ଥର ଭାରତ ୧-୦ରେ ଆଗୁଆ ହେଲା, ଆଡିଲେଡ୍ ବିଜୟ ୨୦୦୩ ସ୍ମୃତିକୁ ସତେଜ କରିଦେଲା: ସଚିନ ତେନ୍ଦୁଲକର
ଭାରତ ବିଜୟର ହକଦାର ଥିଲା, କୋହଲିଙ୍କ ଉତ୍ସବ ପାଳନ ସବୁକିଛି କହିଦେଇଥିଲା: ମାଇକେଲ ଭନ୍
ଟେଷ୍ଟ୍‌ କ୍ରିକେଟ୍ ହିଁ ଶ୍ରେଷ୍ଠ କ୍ରିକେଟ୍‌, ଅଷ୍ଟ୍ରେଲିଆ ଭଲ ଲଢ଼ିଲା, ହେଲେ ଭାରତ ଆହୁରି ଭଲ ଖେଳିଲା: ବୀରେନ୍ଦ୍ର ସେହବାଗ
ଓଃ କି ବିଜୟ , ଟିମ୍ ଇଣ୍ଡିଆକୁ ଅଶେଷ ଅଭିନନ୍ଦନ, ପୂଜାରାଙ୍କୁ ଶୁଭେଚ୍ଛା: ସୁରେଶ ରାଇନା
ଲମ୍ବା ଅପେକ୍ଷାର ଅନ୍ତ ହେଲା, ଲଢ଼େଇ ସତରେ ରୋମାଞ୍ଚକର ଥିଲା। ଭାଇମାନେ ଅଭିନନ୍ଦନ, ବହୁତ ବଢ଼ିଆ ଖେଳିଲ: ଆରପି ସିଂହ
ଅଷ୍ଟ୍ରେଲିଆ ନିମ୍ନକ୍ରମ ଜବରଦସ୍ତ ଲଢ଼େଇ କଲା। ହେଲେ ଭାରତ ପାଇଁ ଏହି ମୁହୂର୍ତ ସ୍ମରଣୀୟ ହୋଇଗଲା, ବୋଲରମାନେ ସବୁକିଛି ଦେଲେ, ଆଗକୁ ଏହି ଧାରା ବଜାୟ ରଖ: ଭିଭିଏସ୍ ଲକ୍ଷ୍ମଣ
ଭାରତକୁ ଅଭିନନ୍ଦନ, ଅଷ୍ଟ୍ରେଲିଆ ଲଢ଼େଇ ବହୁତ ଭଲ ଲାଗିଲା। ଆଡିଲେଡକୁ ଭୁଲି ପର୍ଥ ଉପରେ ମନୋନିବେଶ କର: ମିଚେଲ ଜନସନ
ଏହା ହିଁ ଟେଷ୍ଟ୍‌ କ୍ରିକେଟ୍, ଅଷ୍ଟ୍ରେଲିଆ କି ଲଢ଼େଇ କଲା। ବିରାଟ କୋହଲି ଆଣ୍ଡ କମ୍ପାନିକୁ ମୋର ଅଭିନନ୍ଦନ: ସେନ୍ ୱାର୍ନ
ଭାରତ ୨୦୧୮ରେ ତିନିଟି ବିଦେଶ ବିଜୟ ହାସଲ କଲା। ପୂଜାରାଙ୍କ ପ୍ରଦର୍ଶନ ସବୁଥିରେ ଉଚ୍ଚକୋଟୀର। ସେ ଜଣେ ଚମତ୍କାର ଖେଳାଳି। ଅଭିନନ୍ଦନ ଭାରତ: ମହମ୍ମଦ କୈଫ

ସମ୍ବନ୍ଧିତ ଖବର