ଜାତୀୟ କାନୋସ୍ପ୍ରିଣ୍ଟ: ମାରାଥନ୍‌ ଓ ଡ୍ରାଗନବୋଟ୍‌ ପାଇଁ ଓଡ଼ିଶା ଦଳ

କଟକ: ଭୋପାଳରେ ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ୩୨ତମ ଜାତୀୟ ଉପ କନିଷ୍ଠ ବାଳକ କାନୋସ୍ପ୍ରିଣ୍ଟ, ୧୦ମ ଜାତୀୟ କାନୋ ମାରାଥନ୍‌, ଜାତୀୟ ଡ୍ରାଗନ ବୋଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ୩୦ ଜଣିଆ ଓଡ଼ିଶା ଦଳର ଘୋଷଣା ହୋଇଛି। ଏମାନଙ୍କ ବ୍ୟତୀତ ଦୁଇ ଜଣ ପ୍ରଶିକ୍ଷକ ଦଳ ସହିତ ଭୋପାଳ ଗସ୍ତ କରିବେ। ଆସନ୍ତା ୧୪ ତାରିଖରୁ ଓଡ଼ିଶା ଦଳର ଭୋପାଳ ଯାତ୍ରା ଆରମ୍ଭ ହେବ ବୋଲି ଓଡ଼ିଶା କାୟାକି˚ ଓ କାନୋଇ˚ ସ˚ଘ ସମ୍ପାଦକ ବିପିନ ଦାଶ ଜଣାଇଛନ୍ତି।

ଓଡ଼ିଶା ଦଳ: ଟି. ରାହୁଲ ସି˚ହ, ପ୍ରସାଦ ସାହୁ, ଆଇ. ବୋରିସ ସି˚ହ, କେ. ନାନାଓ ମେଇତେଇ, ଵାଇ.ଗୀତଚନ୍ଦ୍ର ସି˚ହ, ଏ. ନାଓବି ସି˚ହ, ଏନ୍‌. ଗାନ୍ଥୋଇ ସି˚ହ, ଶ୍ୟାମ ବଳିୟାନ, ଟି. ମୋମୋଚା ସି˚ହ, ପି. ବୋରିସ ସି˚ହ, ଏଲ୍‌. ବୋରିସ ସି˚ହ, ଟି. ଡାଏମଣ୍ତ ମେଇତେଇ, ଅର୍ଜୁନ ସି˚ହ, ନିର୍ଭୟ ସି˚ହ ଲୌର, ସୁରଜ ବିଜାଲେ, ଅଭିଷେକ ପାତ୍ର, ହିମା˚ଶୁ ଶତପଥି, ସାଗର କୁମାର, ସୌରଭ ସାହୁ, ମୁକେଶ ଯାଦବ, ଏଲିନ୍‌ ଆଲରିକା ଟପ୍ପୋ, ଓଇନାମ ବିଦ୍ୟା ଦେବୀ, ଫୁଲମଣୀ ଖାଖା, ପି.ରୋଜି ଦେବୀ, ଏଲ୍‌. ନେହା ଦେବୀ, ଏସ୍‌.ଆର୍ସି ଦେବୀ, ମଧୁସ୍ମିତା ନାୟକ, ଏସ୍‌ମା ବାର୍ଲା, ଶ୍ରୁତି ଚୌଗୁଲେ, ଆରତି ଯାଦବ

ସମ୍ବନ୍ଧିତ ଖବର