ଓଡ଼ିଶାରୁ ୩ଜଣ ଖେଲୋ ଇଣ୍ତିଆ ପରିଚାଳନା କରିବେ

କଟକ: ବାଙ୍ଗାଲୋରରେ ଆସନ୍ତା ୨୪ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଖେଲୋ ଇଣ୍ତିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା ପାଇଁ ଓଡ଼ିଶାରୁ ୩ଜଣ ମନୋନୀତ ହୋଇଛନ୍ତି। ପ୍ରମୋଧ କୁମାର ମହାନ୍ତି, ରୁପାନ୍ବିତା ପଣ୍ତା ଓ ରାକେଶ କୁମାର ଦଳାଇ ପ୍ରତିଯୋଗିତା ପରିଚାଳନା କରିବେ। ଏହି ତିନି ବୈଷୟିକ ଅଧିକାରୀଙ୍କୁ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍‌ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର