ଓଭାଲ୍‌ରେ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉaଦ୍ଦେଶ୍ୟରେ ଡବ୍ଲୁଟିସି ଫାଇନାଲ୍‌ରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ନିରବ ପ୍ରାର୍ଥନା କରିଛନ୍ତି। ଏଥିସହ ସମସ୍ତ ଖେଳାଳିମାନେ ହାତରେ କଳାପଟି ପିନ୍ଧି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଖେଳ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ମଧ୍ୟ ତାହାର ଟ୍ବିଟର ପୃଷ୍ଟାରେ ଏସଂକ୍ରାନ୍ତରେ ପୋଷ୍ଟ କରିଥିଲା।

ସମ୍ବନ୍ଧିତ ଖବର