ଭୁବନେଶ୍ବର: ହକି ବିଶ୍ବକପ୍ରେ ମଙ୍ଗଳବାର ଅତିଥି ଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଈଗ୍ନେସ ତିର୍କି, ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ ଜିନ୍ଦଲ ଗ୍ରୁପ୍ର ପରିଚାଳନା ନିର୍ଦେଶକ ସଜ୍ଜନ ଜିନ୍ଦଲ। ପାରମ୍ପରିକ ଭାବେ ମ୍ୟାଚ୍ ପ୍ରାରମ୍ଭରେ ଖେଳାଳିଙ୍କ ସହ କରମର୍ଦନ ଏବଂ ଶେଷରେ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏହି ୪ ଅତିଥି।
ଦୁଇ ହକି ଅଧିନାୟକ ଅତିଥି
କଳିଙ୍ଗ କୁରମା
/sambad/media/post_attachments/wp-content/uploads/2018/12/igness-tirkey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)