ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଉଦ୍ଯାପିତ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଯୋଗରେ ଆୟୋଜକ କିଟ୍ ଦ୍ୱିତୀୟ ସ୍ଥାନ ଦଖଲ କରିଛି। ପୁରୁଷ ବର୍ଗରେ ମହୀଶୂର, କିଟ୍, କୁରୁକ୍ଷେତ୍ର, ଦେବ ସସ୍କୃତି, ଗୁରୁ ଜମ୍ବେଶ୍ୱର ଓ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ଯଥାକ୍ରମେ ପ୍ରଥମରୁ ଷଷ୍ଠ ସ୍ଥାନରେ ରହିଥିଲେ। ମହିଳା ବର୍ଗରେ ଦିଲ୍ଲୀ, କୁରୁକ୍ଷେତ୍ର, ଦେବ ସସ୍କୃତି, ଗୁରୁ ଜମ୍ବେଶ୍ୱର ପ୍ରଥମ ସ୍ଥାନ ଦଖଲ କରିଥିଲେ। ବ୍ୟକ୍ତିଗତ ପୁରୁଷ ବର୍ଗରେ କିଟ୍ର ଏସ୍ କେ ସିହ୍ନା ୨୨୭ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମହିଳାରେ କିଟ୍ର ଅନ୍ତରା ପ୍ରଥମ ସ୍ଥାନ ଦଖଲ କରିଥିଲେ।
ବିଶ୍ୱବିଦ୍ୟାଳୟ ଯୋଗ: କିଟ୍ ଦ୍ୱିତୀୟ
/sambad/media/post_attachments/wp-content/uploads/2017/10/download-4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)