କଟକ,: ଅକ୍ଟେବାର ୧୧ତାରିଖରୁ ସିଙ୍ଗାପୁରଠାରେ ଆୟୋଜିତ ଏସୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୋନାଲି ସ୍ୱାଇଁ, ଝରଣା ହସ୍ତି, ଦୀପିକା ଖେସ୍ ଓ ରେସ୍ମା ମିଞ୍ଜ।
ଘାନାକୁ ହରାଇ ଶୀର୍ଷରେ ଆମେରିକା
ଏସୀୟ କନିଷ୍ଠ ରୋଇଂ ପାଇଁ ୪ ଓଡ଼ିଆ
/sambad/media/post_attachments/wp-content/uploads/2017/10/ball-Copy-1.jpg)
/sambad/media/agency_attachments/2024-07-24t043029592z-sambad-original.webp)