ଭୁବନେଶ୍ବର : ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଉତ୍କଳ ଟାଲେଣ୍ଟ କ୍ବେଷ୍ଟ କରାଟେ ପ୍ରତିଯୋଗିତା ଶନିବାରଠୁ ଆରମ୍ଭ ହୋଇଛି। ଏଥିରେ ଉତ୍କଳ କରାଟେ ସ୍କୁଲର ବିଭିନ୍ନ ଶାଖାରୁ ୪୦୦ ପ୍ରତିଯୋଗୀ ୧୩୫ ବର୍ଗରେ ଭାଗ ନେଇଛନ୍ତି। ପ୍ରଥମ ଦିନରେ ୨୦୦ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ।
ପ୍ରଥମ ସ୍ବର୍ଣ୍ଣ ବିଜେତା: ସୋୟମ ଗୁରୁପଦ ପ୍ରହରାଜ, ରେହାନ ଉସମାନ, ରୁଦ୍ରାଂଶ ବେହେରା, ଅଭିଜାୱାଲା ମହାନ୍ତି, ପ୍ରିୟମ୍ବଦା ଦାଶ, ପାରୁଲ ସ୍ବାଇଁ, ପୀୟୂଷ ସ୍ବାଇଁ, ରୋହିତ କୁମାର ସ୍ବାଇଁ, ଗୁରୁପ୍ରସାଦ ପ୍ରହାରାଜ, ସୟଦ ଜାମନ ଅହମଦ, ମହମଦ ସାଦ, ସୌମ୍ୟ ରଞ୍ଜନ ଗୌଡ଼, ଲିନ୍ସି ସିଂହ, ଶ୍ରୀଜା ବେହେରା, ସମୃଦ୍ଧି ପି ସ୍ବାଇଁ, ସୁରଭି ପଣ୍ଡା, ରାହୁଲ ପ୍ରଧାନ, ପୀୟୂଷ ପତି, ସତ୍ୟମ ରାଉତ, ରିତିଶ କୁମାର ପରିଡ଼ା, ଉପାସନା ପ୍ରିୟଦର୍ଶନୀ, ଶିକ୍ଷାଦୀପ ସ୍ବାଇଁ, ବିଶ୍ବରୂପା ପଟ୍ଟନାୟକ, ସଞ୍ଚିତା ମହାନ୍ତି, ସସ୍ମିତା ପ୍ରଧାନ।