ଏହି ସବୁ ଖାଦ୍ୟ ଖାଇ ବିରାଟ କୋହଲି ନିଜକୁ ରଖିଛନ୍ତି ଫିଟ୍, ଜାଣନ୍ତୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ କ’ଣ କ’ଣ ଓ କେମିତି ଖାଆନ୍ତି ଖେଳବିଶେଷ By Sambad Digital On Nov 6, 2017 ସେୟାର ବର୍ତ୍ତମାନ ବିରାଟଙ୍କୁ ୩୦ ବର୍ଷ ପୂରିଛି। ସେ ଦୁନିଆର ସମସ୍ତ ଫିଟ୍ କ୍ରିକେଟରମାନଙ୍କ ମଧ୍ୟରୁ ସବୁଠୁ ଆଗରେ। ନିଜ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସେ ବହୁତ ପରିଶ୍ରମ କରନ୍ତି। ପ୍ରତିଦିନ ବ୍ୟାୟାମ କରିବା ସହ ନିଜ ଖାଦ୍ୟକୁ ନିୟନ୍ତ୍ରଣ କରି ଖାଇଥାଆନ୍ତି। ଜାଣନ୍ତୁ ବିରାଟ ସକାଳୁ ସନ୍ଧ୍ୟା ଯାଏଁ କ’ଣ ସବୁ ଖାଆନ୍ତି….